Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||

ଯୁବବର୍ଗଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ ବିଜେଡି

2/05/2018 at 12:04 AM

ପ୍ରଧାନମନ୍ତ୍ରୀ ମୋଦିଙ୍କର ଯୁବକ ଯୁବତୀ ମାନଙ୍କୁ ସ୍ବଛଭାରତ ଗ୍ରୀଷ୍ମ ଇଣ୍ଟର୍ଣସିପ୍ କାର୍ଯ୍ୟକ୍ରମରେ ସାମିଲ ପାଇଂ ଆହ୍ବାନ । ଟାର୍ଗେଟ ସ୍ବଛଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକଙ୍କୁ ବିଜେପି ଆଡକୁ ଆକର୍ଷିତ କରିବା । ସେପଟେ ବିଜେଡିର ବିଜୁ ଯୁବ ବାହିନି ଗଠନ ସରିଛି । ଲୋକଙ୍କୁ ସେବା ଯୋଗାଇବାକୁ ସରକାରୀ ଅର୍ଥରେ ସ୍ବଛାସେବୀ ନିଯୁକ୍ତି କରୁଛନ୍ତି ରାଜ୍ୟ ସରକାର । ଲାଗୁଛି ଆଗକୁ ବିଜେଡି-ବିଜେପିର ଟାର୍ଗେଟରେ ରହିବେ ଯୁବ ବର୍ଗ । ଯାହାକୁ ନେଇ ବି ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି । ବୟାନବାଜି କି କିଛି କମ୍ ହୋଇନି ।

Leave a Reply

   Related Posts