ଯାଜପୁର ଫାଜଲପୁରରେ ଜଣେ ୧୭ବର୍ଷ ନାବାଳିକାର ହତ୍ୟାକାରୀକୁ ଗିରଫ କରିଛି କୋରାଇ ପୋଲିସ, ଆଭିଯୁକ୍ତ ଜଣେ ନାବାଳକ
23/06/2018 at 10:25 PM

କୋରାଇ ଥାନା ଅନ୍ତର୍ଗତ ସାଦକପୁର ପଞ୍ଚାୟତର ଫାଜଲପୁର ଗାଁ ପୋଖରୀରୁ ୧୭ବର୍ଷ ନାବାଳିକାର ହତ୍ୟାକାରୀକୁ ଗିରଫ କରିଛି କୋରାଇ ପୋଲିସ। ନାବାଳିକାଟି ର ଆଗରୁ କାହା ସହିତ ଶତ୍ରୁତା ନଥିଲାବେଳେ ତାହାର ମୃତ ଦେହ ଦେଖି ପରିବାର ଲୋକ ଭାଙ୍ଗି ପଡିଥିଲେ । ଏହାର ଖବର ପାଇ କୋରାଇ ଥାନା ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରାଯାଇଥିଲା ଓ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରଛି।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021