Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ କାଚରା ସାହି ପଞ୍ଚାୟତ କଈଁଆ ଗାଁରେ ଜଳ ସଙ୍କଟ

16/05/2018 at 9:51 PM

ଯାଜପୁର କୋରେଇ ବ୍ଲକ ଅନ୍ତର୍ଗତ କାଚରା ସାହି ପଞ୍ଚାୟତ କଈଁଆ ଗାଁରେ ଜଳ ସଙ୍କଟ । ଗାଁର ଲୋକ ସଂଖ୍ୟା ୩ ହଜାର ରହିଥିବା ବେଳେ ଅଛିମାତ୍ର ୪ ଟି ନଳକୂପ । ସେଥିରୁ ୨ ଟି ନଳକୂପ ଅଚଳ । ଗଁ ଲୋକେ ପ୍ରଶାସନକୁ ଅଭିଯୋଗ କରି କରି ଥକି ଗଲେଣି । ହେଲେ ପ୍ରଶାସନ ଶୁଣୁନି ।

Leave a Reply

   Related Posts