Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମ୍ୟାଚ୍ ଫିକ୍ସର : Special Report (26.07.2018)

26/07/2018 at 11:03 PM

ପଡ଼ୋଶୀ ପାକିସ୍ତାନରେ ଯେତେବେଳେ ଏବେ ଏବେ ନିର୍ବାଚନ ସରିଛି, ଯେତେବେଳେ ପାକିସ୍ତାନର ଶାସନ ଗାଦିରେ ନୂଆ ସରକାର ବସିବାକୁ ଯାଉଛନ୍ତି, ସେତେବେଳେ ଏହାକୁ ନେଇ ଭାରତରେ ଚର୍ଚ୍ଚା ହେବା ସ୍ବାଭାବିକ । କାହିଁକି ନା’ ବିଗତ ଦିନରେ ଭାରତ-ପାକ୍ ସମ୍ପର୍କରେ ଯେଉଁ ତିକ୍ତତା ଆସିଛି ତାକୁ ପାକିସ୍ତାନର ଏଇ ନୂଆ ସରକାର କେତେ ଦୂର ସୁଧାରିବାରେ ସକ୍ଷମ ହୋଇପାରିବ ତା’ ଉପରେ ମଧ୍ୟ ରହିଛି ପ୍ରତ୍ୟେକ ଭାରତୀୟଙ୍କ ନଜର । ଏମିତିରେ ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ପୂର୍ବତନ ପାକ୍ କ୍ରିକେଟର ତଥା ପାକିସ୍ତାନ ତେହେରିକ ଏ ଇନ୍ସାଫ ନେତା ଇମ୍ରାନ୍ ଖାନ୍ । ପାକିସ୍ତାନର ଦୁଇ ପୁରୁଣା ରାଜନୈତିକ ଦଳ ନଓ୍ବାଜ ସରିଫଙ୍କ ପିଏମଏଲ ଏବଂ ପାକିସ୍ତାନ ପିପୁଲସ୍ ପାର୍ଟିକୁ ମାତ୍ ଦେଇ ଏଥର ନିର୍ବାଚନରେ ବାଜି ମାରିଛି ଇମ୍ରାନଙ୍କ ପିଟିଆଇ । ଏମିତିରେ ପ୍ରଥମେ ଚାଲନ୍ତୁ ନଜର ପକାଇଦେବା ପାକିସ୍ତାନର ପଲିଟିକାଲ ମାହୋଲ ଉପରେ ।

   Related Posts