ମୌସୁମି ଆସିଲା ଏବେ ଦେଖାନାହିଁ, ଖରାରେ ବେହାଲ ବଲାଙ୍ଗୀର ବାସୀ
21/06/2018 at 11:10 PM

ଆସିଲା ଓ ଚାଲିଗଲା। ବଶେ କିଛି ଦିନର ନିସ୍ତାର ଦେଇ ଫୁର ମାରିଲା ମୌସୁମି । ୪୦ ଡିଗ୍ରୀ ତାପମାତ୍ରା ସାଙ୍ଗକୁ ଅସହ୍ୟ କରିଦଉଛି ଜନଜୀବନ ଗୁଳୁଗୁଳି। ଦିନ ୯ ଟାରୁ ରାସ୍ତାଘାଟ ସୁନସାନ । ବାହରକୁ ବାହରିବା ପାଇଁ ମୁସକିଲ ହୋଇପଡିଛି ବଲାଙ୍ଗୀର ବାସୀଙ୍କ। ବଲାଙ୍ଗୀର ସହ ଟିଟିଲାଗଡରେ ଖରାରେ ବେହାଲ ସହରବାସୀ। ଗଛ ଛାଇ ହଉ କି ଘର ଭିତର କୋଉଠି ମଧ୍ୟ ରହିବା ସମ୍ଭବପର ହୋଇପାରୁନି। ଗୁଳିଗୁଳି ଏତେ ବଢିଛି ଯେ, ଦେହରୁ ଅର୍ନଗଳ ବହୁଛି ଝାଳ। ଯାହା ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଜନସାଧାରଣ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021