Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ମୋଦିଙ୍କୁ ତାଙ୍କ ପ୍ରତିଶୃତି ମନେ ପକାଇଦେବାକୁ ମୁକ୍ତିକାନ୍ତଙ୍କ ଦିଲ୍ଲୀ ପଦଯାତ୍ରା

18/06/2018 at 10:51 PM

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ବ୍ରୀଜ୍ ସହ ଆଇ.ଜି.ଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ, କିନ୍ତୁ ପ୍ରଧାନ ମନ୍ତ୍ରୀଙ୍କ ଘୋଷଣାର ତିନି ବର୍ଷ ପରେ ମଧ୍ୟ କାମ ଆରମ୍ଭ ହେଲା ନାହିଁ । ପ୍ରଧାନ ମନ୍ତ୍ରୀଙ୍କୁ ମନେ ପକାଇ ଦେବାପାଇଁ ଗତ ଅପ୍ରିଲ ୧୬ ତାରିଖରେ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା ଆରମ୍ଭ କରିଥିଲେ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୧୩୫୦ କିଲୋମିଟର ଚାଲି ପହଞ୍ଚିଛନ୍ତି ଉତ୍ତର ପ୍ରଦେଶରେ ।

   Related Posts