ମୋଦିଙ୍କୁ ତାଙ୍କ ପ୍ରତିଶୃତି ମନେ ପକାଇଦେବାକୁ ମୁକ୍ତିକାନ୍ତଙ୍କ ଦିଲ୍ଲୀ ପଦଯାତ୍ରା
18/06/2018 at 10:51 PM

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ବ୍ରୀଜ୍ ସହ ଆଇ.ଜି.ଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ, କିନ୍ତୁ ପ୍ରଧାନ ମନ୍ତ୍ରୀଙ୍କ ଘୋଷଣାର ତିନି ବର୍ଷ ପରେ ମଧ୍ୟ କାମ ଆରମ୍ଭ ହେଲା ନାହିଁ । ପ୍ରଧାନ ମନ୍ତ୍ରୀଙ୍କୁ ମନେ ପକାଇ ଦେବାପାଇଁ ଗତ ଅପ୍ରିଲ ୧୬ ତାରିଖରେ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା ଆରମ୍ଭ କରିଥିଲେ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୧୩୫୦ କିଲୋମିଟର ଚାଲି ପହଞ୍ଚିଛନ୍ତି ଉତ୍ତର ପ୍ରଦେଶରେ ।
Related Posts
ମାଛ ଜାଲରେ ଫସିଗଲା ଅଜଗର, ଘଣ୍ଟାଏ ପରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ
25 January 2021