ମୁକ୍ତିକାନ୍ତଙ୍କୁ ନେଇ ରାଜନୀତି, ଦିଲ୍ଲୀରେ ଡେରା ପକାଇଛନ୍ତି ମୁକ୍ତିକାନ୍ତ
29/06/2018 at 9:38 PM

ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପ୍ରଧାନମନ୍ତ୍ରୀ ଭୁଲିଯାଇଥିବା କଥା ମନେ ପକାଇ ଦେବାପାଇଁ ରାଉରକେଲାରୁ ଦିଲ୍ଲୀ ୧୬୦୦ କିଲୋମିଟର ଚାଲି ଚାଲି ଗଲା ପରେ ମୁକ୍ତିକାନ୍ତଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନିତୀ । ମୁକ୍ତିକାନ୍ତ ଦିଲ୍ଲୀରେ ପହଞ୍ଚି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଭେଟିଥିଲେ କିନ୍ତୁ ଜୁଏଲ କୁଆଡ଼େ ମୁକ୍ତିକାନ୍ତଙ୍କୁ ବ୍ୟବହାର ଠିକ୍ କରିନଥିଲେ। ଏହା ପରେ ରାଉରକେଲା ସହରରେ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ କୁଷ ପୁତଳିକା ଦାହ କରାଯିବା ପରେ ବିଜେପି କହିଛି ଜୁଏଲ କିଛି ଖରାପ କହିନାହାନ୍ତି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021