Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମା’ ସ୍ନେହ ଆଗରେ ସବୁ ତୁଚ୍ଛ, ଦେଖନ୍ତୁ କେମିତି କୁକୁରଠୁ କ୍ଷୀର ପିଉଛି ବିଲେଇ ଛୁଆ

8/05/2021 at 6:05 PM

 ସାଲେପୁର ୮।୫: ଦୁନିଆରେ ସବୁ ସମ୍ପର୍କର ମୂଲ୍ୟଠୁ ଅଧିକା ହେଉଛି ମା’ର ମମତା । ଯାହାର ମୂଲ୍ୟକୁ ଭରଣା କରିବାର ସାହାସ କାହାର ନାହିଁ । ଏହି ଦୃଶ୍ୟରୁ ଆପଣମାନେ ହୁଏତ କିଛି ଶିଖି ପାରିବେ । କଥା କହି ପାରୁନଥିବା ପ୍ରାଣୀଠୁ ଶିକ୍ଷିତ ମଣିଷ ମମତାର ମୂଲ୍ୟାୟନ କରିବା ଦରକାର । ମା’ ପାଖରେ ଗୋଟେ ଭାଷା ଅଛି ତାହା ହେଉଛି ମମତାର ଭାଷା । ଖାଦ୍ୟ ଖାଦକର ସଂପର୍କକୁ ଭୁଲେଇ ଦେଉଛି ଗୋଟେ ମା’ର ମାନବିକତା । ଏଠି ପ୍ରଶ୍ନ ଉଠୁଛି ସ୍ବାର୍ଥ ଓ ଅର୍ଥ ସର୍ବସ୍ବ ଏ ଦୁନିଆରେ । ମଣିଷର ମାନବିକତା ଓ ମଣିଷପଣିଆ ଧୀରେ ଧୀରେ ଦୂରେଇ ଗଲାଣି । ହେଲେ ଏ ଦୃଶ୍ୟ  ବହୁତ କିଛି ବୟାନ କରୁଛି ଯାହାକୁ ମଣିଷ ସମାଜ ଜାଣିବା ଦରକାର । କୁକୁର ବି ବୁଝିପାରିଛି ବିଲେଇ ଛୁଆଟିର ମନର ଆବେଗକୁ । ସହି ନପାରି ସ୍ବୀକାର କରିଛି ତା ମା’ ପଣିଆକୁ । ଏଥିରୁ ଏ ମଣିଷ ସମାଜ କିଛି ଶିଖିବା ଦରକାର ।

   Related Posts