Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||

ମାଲକାନଗିରି ଝିଅ ମମତାଙ୍କୁ ସମ୍ୱର୍ଦ୍ଧନା

3/07/2018 at 11:38 PM

ମାଲକାନଗିରି ଝିଅ ମମତା ପଡ଼ିଆମି । ଛୋଟ ବେଳୁ ଲକ୍ଷ୍ୟ ସମାଜ ସେବା କରିବା । ୬ ବର୍ଷ ବୟସରେ ବାପାଙ୍କୁ ହରାଇ ଥିଲେ ମମତା । ହେଲେ ତାଙ୍କ ମା, ଫଳରେ ପାଠ ପଢିବା ସହିତ ନିଜ ଲକ୍ଷକୁ ସକାର କରିଛନ୍ତି । ନିକଟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇମିନିଟ ପାଇଁ ସୁଯୋଗ ପାଇ ଥିଲେ କଥା ହେବା ପାଇଁ । ଆଉ, ନା ନିଜ କଥା ନା ପରିବାର କଥା କହିବା ଫଳରେ ରାଜ୍ୟର ମହିଳାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଧିକ ରାଶି ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ ହେବାକୁ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ରାଶିକୁ ୫ରୁ ୭ ଲକ୍ଷକୁ ବୃଦ୍ଧି କରିଥିଲେ। ଫଳରେ ମମତା କେବଳ ଜିଲ୍ଲା ନୁହେଁ, ସାରା ରଜ୍ୟ ପାଇଁ ଗୌରବ ମୟ କରିଛନ୍ତି। ତେବେ କଳିଙ୍ଗ ଷ୍ଟାଡ଼ିୟମର କନଫରନସ ହଲରେ ତାଙ୍କୁ ରାଜ୍ୟ ଯୁବ କଲ୍ୟାଣ ପରିଷଧ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି ।

   Related Posts