Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲକାନଗିରି ଜିଲ୍ଲା ଅମଲା ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

9/05/2018 at 10:33 AM

୪ ଦଫା ଦାବି ନେଇ ଗତ ୧ ତାରିଖଠାରୁ ଆନ୍ଦୋଳନକୁ ଓହ୍ଲାଇଛି ଅମଲା ସଂଘ । ୯ ଦିନ ହେଲା ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ସବୁ ସରକାରୀ ଅଫିସ ଖୋଲା ରହୁଛି । କିନ୍ତୁ କୌଣସି କର୍ମଚାରୀ ଆସୁ ନାହାନ୍ତି । ଜାତିଗତ ପ୍ରମାଣ ପତ୍ରଠାରୁ ଆରମ୍ଭ କରି ଇନକମ୍ ସାର୍ଟିଫିକେଟ୍ ଓ ଜମି ପଟ୍ଟା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି । .

Leave a Reply

   Related Posts