ମାଧବଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
12/07/2018 at 11:12 PM

ଖୋର୍ଦ୍ଧ। ଜିଲ୍ଲା ବେଗୁନିଆ ବ୍ଲକ୍ ଅ’ର୍ଗତ ଗୋଡା ଗ୍ରାମର ମାଧବ ମାଣିଆ କିଡ୍ନି ରୋଗରେ ପିଡିତ। ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ତାଙ୍କ ପରିବାର ଲୋକେ।
Related Posts
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021