Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଭୟଙ୍କର ହେଲାଣି କରୋନା ସ୍ଥିତି, ୨୪ ଘଣ୍ଟାରେ ରାଜ୍ୟରେ ୩୬୬୪ ପଜିଟିଭ୍ ଚିହ୍ନଟ
  • ||
  • ରାୟପୁର ହସ୍ପିଟାଲ ICUରେ ଲାଗିଲା ନିଆଁ: ୫ ମୃତ, କୋଭିଡ ରୋଗୀଙ୍କ ଚାଲିଥିଲା ଚିକିତ୍ସା
  • ||
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ମାଓବାଦୀଙ୍କ ବନ୍ଦ ଡାକରା

23/05/2018 at 11:08 AM

ମାଓବାଦୀଙ୍କ ବନ୍ଦ ଡାକରା । କନ୍ଧମାଳ ବାଲିଗୁଡ଼ା ଥାନା ପଟାଙ୍ଗୀ ଗାଁ ନିକଟରୁ ମାଓ ପୋଷ୍ଟର ଜବତ ହୋଇଛି । ଗତ ୧୩ ତାରିଖରେ ସୁଡ୍ରୁନୁମ୍ପାରେ ହୋଇଥିବା ମାଓ ଏନକାଉଣ୍ଟରକୁ ବିରୋଧ କରି ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି । କେକେବିଏନ ନାମକ ଏକ ମାଓ ସଂଗଠନ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହା ସହିତ ଗଛ ପକାଇ ମାଓବାଦୀ ରାସ୍ତା ଅବରୋଧ କରିଥିବାରୁ ବାଲିଗୁଡ଼ାରୁ ଖମଣଖୋଲ କଣ୍ଟାମାଳକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave a Reply

   Related Posts