ମହାପ୍ରଭୁ ଅଣସରରେ ଥିବାବେଳେ ବ୍ରହ୍ମଗିରୀ ଅଲାରାନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
29/06/2018 at 10:17 PM

ଶ୍ରୀମନ୍ଦିରରେ ଅତ୍ୟଧିକ ସ୍ନାନଜନିତ ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ। ଏଣୁ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥ ଦର୍ଶନରେ ଯାଉଛନ୍ତି। ବିଶ୍ୱାସ ରହିଛି ଏହି ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ପୁଣ୍ୟ ମିଳିଥାଏ। ଏଣୁ ଆଜିଠାରୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021