Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ମହାପ୍ରଭୁଙ୍କ ନୀତି ବିଭ୍ରାଟ ପାଇଁ ସେବାୟତ ଦାୟୀ

21/04/2018 at 11:19 PM

ମହାପ୍ରଭୁଙ୍କ ନୀତି ବିଭ୍ରାଟ ପାଇଁ ସେବାୟତ ଦାୟୀ । କିଛି ନିର୍ଦ୍ଦିଷ୍ଟ ସେବକ ଓ ନିଯୋଗ ମିଳିମିଶି ନୀତି ଅଚଳ କରିଥିଲେ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଏଭଳି ବିସ୍ଫୋରକ ରିପୋର୍ଟ ପରେ ଗର୍ଜିଛନ୍ତି ସେବାୟତ । ସେମାନଙ୍କ ବିରୋଧରେ ଏହା ଶ୍ରୀମନ୍ଦିର ପ୍ରଶାସନର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତେବେ କ’ଣ ରହିଛି ପୂରା ମାମଲା ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା ।

Leave a Reply

   Related Posts