Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ମହାପ୍ରଭୁଙ୍କ ଅଣସର ସମୟରେ ଅଲାରନାଥଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼

30/06/2018 at 9:29 PM

ସ୍ନାନ ପୂର୍ଣିମା ପରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ନୀତି ଚାଲିଥିବା ବେଳେ । ଏପଟେ ଚତୁର୍ଦ୍ଧାମୂର୍ତ୍ତୀ ନାରାୟଣ ରୂପେ ମହାପ୍ରଭୂ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଦ୍ବିତୀୟ ଦିନରେ ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ବ୍ରହ୍ମଗିରିକୁ ସୁଅ ଛୁଟିଛୁ ।
ଅଲାରନାଥଙ୍କ ପୀଠ ରେ ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତ ଶ୍ରଧାଳୁ । ଜଗନ୍ନାଥଙ୍କୁ ସବୁବେଳେ ଦର୍ଶନ କରିବା ଯାହା ଅଣସର ସମୟରେ ମହାପ୍ରଭୁ ଅଲାରନାଥଙ୍କୁ ଥରେ ଦର୍ଶନ କରିବା ସମାନ । ସେଥିପାଇଁ ରାଜ୍ୟ କାହିଁକି ସମଗ୍ର ଭାରତ ବର୍ଷରୁ ଭକ୍ତ ଓ ଶ୍ରଧାଳୁଙ୍କ ଭିଡ ଏହି ପିଠକୁ ଲାଗିଛି ।

   Related Posts