ମହାନଦୀ ସୁରକ୍ଷା ଅଭିଯାନ : Mudda 02 (22.05.2018)
22/05/2018 at 8:47 PM

ମହାନଦୀ ଅବବାହିକାରେ ୧୫ଟି ଜିଲ୍ଲାରେ ୧୫୦୦ କି.ମି ଯାତ୍ରା। ୧୫ଟି ଜିଲ୍ଲାର ନେତା, ମନ୍ତ୍ରୀ, ଲୋକ ପ୍ରତିନିଧି ଓ କର୍ମୀ ଯାତ୍ରାରେ ସାମିଲ ହୋଇଛନ୍ତି । ଦକ୍ଷିଣ ପାର୍ଶ୍ୱ ଯାତ୍ରା ପହଞ୍ଚିଛି ପୁରୀ ଜିଲ୍ଲାରେ ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online