Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ମହାନଦୀ ଶୁଖିଲା

2/06/2018 at 11:23 PM

ଶୁଖିଲା ମହାନଦୀ ପ୍ରସଙ୍ଗରେ ବିଜେଡି ଓ ବିଜେପି ଉପରେ କଂଗ୍ରେସର ହମଲା । ମହାନଦୀ ଦୁର୍ଦ୍ଦଶା ପାଇଁ ବିଜେଡି ପ୍ରଥମେ ଓ ବିଜେପି ଦ୍ବିତୀୟରେ ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗରେ ଖୁବ୍ ଶିଘ୍ର କଂଗ୍ରେସ ଓଡିଶା ବନ୍ଦ ଡାକରା ଦେବ ବୋଲି କହିଛନ୍ତି ନିରଞ୍ଜନ । ପିସିସିର ଏଭଳି ନିଷ୍ପତ୍ତି ଶୁଣି ତୁରନ୍ତ ନିରଞ୍ଜନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି ବିଜେପି । ଖୋଦ୍ ନିରଞ୍ଜନ ଜଳସଂପଦ ମନ୍ତ୍ରୀ ଥିବାବେଳେ କାହିଁକି ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ କାମ ଆରମ୍ଭ ହେଲାନି ଏବଂ ଉପା ସରକାର ସମୟରେ କିଭଳି ଛତିଶଗଡ ସବୁ ପ୍ରକଳ୍ପ କାମ କରାଇନେଲା ବୋଲି ବିଜେପି ପ୍ରଶ୍ନ କରିଛି ।

Leave a Reply

   Related Posts