ମହାନଦୀ ଶୁଖିଲା
2/06/2018 at 11:23 PM

ଶୁଖିଲା ମହାନଦୀ ପ୍ରସଙ୍ଗରେ ବିଜେଡି ଓ ବିଜେପି ଉପରେ କଂଗ୍ରେସର ହମଲା । ମହାନଦୀ ଦୁର୍ଦ୍ଦଶା ପାଇଁ ବିଜେଡି ପ୍ରଥମେ ଓ ବିଜେପି ଦ୍ବିତୀୟରେ ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗରେ ଖୁବ୍ ଶିଘ୍ର କଂଗ୍ରେସ ଓଡିଶା ବନ୍ଦ ଡାକରା ଦେବ ବୋଲି କହିଛନ୍ତି ନିରଞ୍ଜନ । ପିସିସିର ଏଭଳି ନିଷ୍ପତ୍ତି ଶୁଣି ତୁରନ୍ତ ନିରଞ୍ଜନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି ବିଜେପି । ଖୋଦ୍ ନିରଞ୍ଜନ ଜଳସଂପଦ ମନ୍ତ୍ରୀ ଥିବାବେଳେ କାହିଁକି ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ କାମ ଆରମ୍ଭ ହେଲାନି ଏବଂ ଉପା ସରକାର ସମୟରେ କିଭଳି ଛତିଶଗଡ ସବୁ ପ୍ରକଳ୍ପ କାମ କରାଇନେଲା ବୋଲି ବିଜେପି ପ୍ରଶ୍ନ କରିଛି ।
Related Posts
ହୃଦୟ ବିଦାରକ ଦୃଶ୍ୟ, ଘଣ୍ଟାଏ କାଳ ଟ୍ରକରେ ଚାପି ହୋଇଥିଲେ ଡ୍ରାଇଭର…
25 February 2021
ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25 February 2021
ରାଜଧାନୀରେ ପାରଦ ୩୮ ଡିଗ୍ରୀ ଟପିଲା, ୧୧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ
25 February 2021
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
25 February 2021