Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭୂତ ନାମରେ ଇନ୍‌ସ୍ୟୁରାନ୍ସ, ୨ଜଣ ଏଜେଣ୍ଟ ଗିରଫ

17/07/2018 at 11:26 PM

ଭୂତ ନାମରେ ଇନ୍‌ସ୍ୟୁରାନ୍ସ୍। ବ୍ରହ୍ମପୁର ଶ୍ରୀରାମ ଫାଇନେନ୍ସ୍ ଇନ୍‌ସ୍ୟୁରାନ୍ସ୍ କଂପାନୀରୁ ଦୁଇ ଏଜେଣ୍ଟ୍‌ ମୃତକଙ୍କ ନାମରେ କରିଥିଲେ ଇନ୍‌ସ୍ୟୁରାନ୍ସ୍। ପୁଣି ମୃତ ଦର୍ଶାଇ ସେହି ଟଙ୍କାକୁ ଗାଏବ୍ କରିବା ପାଇଁ ଉଦ୍ୟମ କରିଥିଲେ। କଂପାନୀ କର୍ତ୍ତୃପକ୍ଷ ଏଜେଣ୍ଟ୍‌ଙ୍କ କାରନାମା ଜାଣି ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ମୁନା ପାତ୍ର ଓ ସୁଦାମ ନାହାକ ଦୁଇଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଅତିରିକ୍ତ ଏସ୍.ପି ତ୍ରିନାଥ ପଟେଲ୍ କହିଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଛି। ଏହି ଘଟମାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଯଦି ଅନ୍ୟ କାହାର ସଂପୃକ୍ତି ଥିବା ଜଣାପଡେ ତାଙ୍କ ବିଋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍.ପି କହିଛନ୍ତି।

   Related Posts