Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ୍ ଦେଇ ଚାଲିବନି ଭାରିଯାନ

17/05/2018 at 10:01 PM

ଭାରିଯାନ ଉପରେ ଲାଗିଲା କଟକଣା । ପଳାଶୁଣୀ ଓଭରବ୍ରିଜ୍ ଦେଇ ଚାଲିବନି ଭାରିଯାନ। ସକାଳ ଏବଂ ସନ୍ଧ୍ୟାବେଳେ ପଳାଶୁଣୀ ବ୍ରିଜ୍ ଦେଇ ଚାଲିବନି ଭାରିଯାନ । ଆଡଭାଇଜାରି ଜାରି କରିଛି କମିଶନରେଟ୍ ପୋଲିସ । ପଳାଶୁଣୀ ସପ୍ତସତୀ ମନ୍ଦିର ସମ୍ମୁଖରେ ନିର୍ମାଣଧୀନ ଓଭରବ୍ରିଜ କାମ ସରିବା ଯାଏଁ ଏହି ନିୟମ ଲାଗୁ ରହିବ । ଏହି ବ୍ରିଜ୍‌ର ୭୦ ଭାଗ କାମ ସରିଛି ବାକି କାମ ୨ ମାସ ଭିତରେ ସାରିବାକୁ ଲକ୍ଷ ରଖିଛି ଏନ.ଏଚ.ଏଆଇ ।

Leave a Reply

   Related Posts