ଭୁବନେଶ୍ୱରରେ ବେକାର ଯୁବକ ଏବଂ ଯୁବତୀଙ୍କୁ ଚାକିରୀ ଲୋଭ ଦେଖାଇ ଠକେଇ ଅଭିଯୋଗ
24/05/2018 at 7:02 PM

ଭୁବନେଶ୍ୱର କଳିଙ୍ଗ ନଗରରେ ବେକାର ଯୁବକ ଏବଂ ଯୁବତୀଙ୍କୁ ଚାକିରୀ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ଦୁଇ ଯୁବକ । ସତ ଜଣାପଡ଼ିବା ପରେ ଦୁଇ ଠକଙ୍କୁ ପୋଲିସ ଜିମା ଦେଇଛନ୍ତି ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀ ।
Related Posts
୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
2 March 2021
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021