Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱରରେ ବେକାର ଯୁବକ ଏବଂ ଯୁବତୀଙ୍କୁ ଚାକିରୀ ଲୋଭ ଦେଖାଇ ଠକେଇ ଅଭିଯୋଗ

24/05/2018 at 7:02 PM

ଭୁବନେଶ୍ୱର କଳିଙ୍ଗ ନଗରରେ ବେକାର ଯୁବକ ଏବଂ ଯୁବତୀଙ୍କୁ ଚାକିରୀ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ଦୁଇ ଯୁବକ । ସତ ଜଣାପଡ଼ିବା ପରେ ଦୁଇ ଠକଙ୍କୁ ପୋଲିସ ଜିମା ଦେଇଛନ୍ତି ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀ ।

Leave a Reply

   Related Posts