Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଭିସୁଟ୍‌ରେ ରାଗିଂ ଅଭିଯୋଗ: ୧୦ ଜଣ ଛାତ୍ର ଦେଇ ପାରିବେନି ପରୀକ୍ଷା , ୫୨ ଜଣଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା

22/08/2019 at 10:31 PM

ସମ୍ବଲପୁର:: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି ରେ ପ୍ରଥମ ବର୍ଷ ଛାତ୍ର ଙ୍କୁ ରାଗିଙ୍ଗ କରାଯାଇଥିବା ର ଏକ ଭିଡ଼ିଓ ଭାଇରାଲ ହୋଇଛି। ୟୁନିଭରସିଟି ପରିସରରରେ ପ୍ରଥମ ବର୍ଷ ଛାତ୍ର ଙ୍କୁ ସିନିଅର ଛାତ୍ର ମାନେ ରାଗିଙ୍ଗ କରୁଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି। ତେବେ ଏହି ଘଟଣା କୁ ସିନିଅର ଛାତ୍ର ମାନେ ଖଣ୍ଡନ କରିଛନ୍ତି। ରାଗିଙ୍ଗ ଖବର ପ୍ରଚାରିତ ହେବା ପରେ ପ୍ରଥମ ବର୍ଷ ଛାତ୍ର ମାନକୁ ହଷ୍ଟେଲ ବାହାରକୁ ନ ଯିବା ପାଇଁ ଆଦେଶ ଜାରି କରାଯାଥିଲା।

ଏକ କାର୍ଯ୍ୟକ୍ରମ ପାଇଁ ପେଣ୍ଡାଲ ତିଆରି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାଗିଙ୍ଗ ର ଅଭିଯୋଗ ଆସିଛି। ଏହା ଉପରେ କେହି ମତାମତ ଦେଇନାହାନ୍ତି। ଭିସୁଟ୍‌ରେ ରାଗିଂ ଅଭିଯୋଗରେ  ୧୦ ଜଣ ଛାତ୍ର  ବର୍ଷେ ଯାଇଏ କୌଣସି ପରୀକ୍ଷା   ଦେଇ ପାରିବେନି । ୫୨ ଜଣଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି ।

ଏହି ଘଟଣା ଭାଇରାଲ୍‌ ହେବାପରେ  ଭିସୁଟ୍‌ର  କୁଳସଚିବଙ୍କର ସହ ଅନ୍ୟ ଶିକ୍ଷକମାନେ ଛାତ୍ରବାସରେ ଘଟଣାର ତଦନ୍ତ କରିଥିଲେ ।ଏହାପରେ ଛାତ୍ରମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିଲା। କୁଳପତିଙ୍କ ଅଧ୍ୟକ୍ଷତାରେ ବିଶ୍ବବିଦ୍ୟାଳୟରେ ଆଣ୍ଟିଂ ରାଗିଂ କମିଟି, ମେଡିକାଲ ବଣ୍ଡ୍‌ ଓ ଡିସିପ୍ଲିନାରି କମିଟିର ଜରୁରୀ ବୈଠକ ରେ ଏହି ନିଷ୍ପିତ ନିଆଯାଇଥିବା ସୂଚନା ମିଳିଛି ।

   Related Posts