Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଭାଇରାଲ ବେମାରୀ, ପ୍ରତାରକ ପ୍ରେମିକ ପାଇଁ ଆତ୍ମହତ୍ୟା

3/05/2018 at 12:00 AM

ପୋଲିସର ଦାନ୍ତ ନଥିବା ବେଳେ ରାଜ୍ୟରେ ଚାଲିଛି ପ୍ରହସନ । ନିତି କେଉଁଠି ନା କେଉଁଠି ଗୋଟେ ଦୁଇଟା ଅଶ୍ଳୀଳ ଭିଡିଓ ଭାଇରାଲ୍ ହେଉଛି । ଉମରକୋଟରେ ଲୋକଲଜ୍ଜାରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ବେଳେ ଭଦ୍ରକରେ ଜଣେ ନାବାଳିକା ଛାତ୍ରୀଙ୍କ ଭିଡିଓ ଭାଇରାଲ୍ କରିଦେଇଛି ତାଙ୍କ ପ୍ରେମିକ ଦାବି କରୁଥିବା ଜଣେ ଦୁର୍ବୃତ୍ତ ।

Leave a Reply

   Related Posts