ବ୍ୟାସନଗର ପୈାରାଧ୍ୟକ୍ଷାଙ୍କୁ ଅସଦାଚରଣ ଅଭିଯୋଗ
13/06/2018 at 10:38 PM

ବ୍ୟାସନଗର ପୈାରପାଳିକାରେ ପୁଣି ଦେଖାଦେଇଛି ରାଜନୈତିକ ଉସ୍ନତା । ଚଳିତବର୍ଷ ପୈାରପରିଷଦର ସଭ୍ୟମାନଙ୍କର ଶେଷ କାଉନସିଲ ବୈଠକରେ ଘଟିଛି ଏକ ଅପ୍ରିତିକର ପରିସ୍ଥିତି। ଆଉ ଯାହା ପାଇଁ ପୈାରାଧ୍ୟକ୍ଷା ହୋଇଛନ୍ତି ପୋଲିସର ଦ୍ବାରସ୍ଥ । ଏହାକୁ ନେଇ ଏକ ରାଜନୈତିକ ଉସ୍ନତା ଦେଖାଦେଇଛି ଆରୋପ ପ୍ରତ୍ୟାରୋପ, ବାରମ୍ବାର ଅନାସ୍ଥା ପରେ ବର୍ତମାନ ପୁଣି ଗାଳିଗୁଲଜ ଜୋତା ଉଠା ପର୍ଯ୍ୟନ୍ତ କଥା ଯାଇଛି ।