Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବ୍ୟାସନଗର ପୈାରାଧ୍ୟକ୍ଷାଙ୍କୁ ଅସଦାଚରଣ ଅଭିଯୋଗ

13/06/2018 at 10:38 PM

ବ୍ୟାସନଗର ପୈାରପାଳିକାରେ ପୁଣି ଦେଖାଦେଇଛି ରାଜନୈତିକ ଉସ୍ନତା । ଚଳିତବର୍ଷ ପୈାରପରିଷଦର ସଭ୍ୟମାନଙ୍କର ଶେଷ କାଉନସିଲ ବୈଠକରେ ଘଟିଛି ଏକ ଅପ୍ରିତିକର ପରିସ୍ଥିତି। ଆଉ ଯାହା ପାଇଁ ପୈାରାଧ୍ୟକ୍ଷା ହୋଇଛନ୍ତି ପୋଲିସର ଦ୍ବାରସ୍ଥ । ଏହାକୁ ନେଇ ଏକ ରାଜନୈତିକ ଉସ୍ନତା ଦେଖାଦେଇଛି ଆରୋପ ପ୍ରତ୍ୟାରୋପ, ବାରମ୍ବାର ଅନାସ୍ଥା ପରେ ବର୍ତମାନ ପୁଣି ଗାଳିଗୁଲଜ ଜୋତା ଉଠା ପର୍ଯ୍ୟନ୍ତ କଥା ଯାଇଛି ।

   Related Posts