Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ବୋରିଗୁମ୍ମାକୁ ଏନ୍.ଏ.ସି ମାନ୍ୟତା ଦାବି

14/08/2018 at 11:13 PM

ବୋରିଗୁମ୍ମାକୁ ଏନ୍.ଏ.ସି ମାନ୍ୟତା ଦାବି । ଆସନ୍ତା କାଲି ସୁଧା ବୋରିଗୁମ୍ମାକୁ ରାଜ୍ୟ ସରକାର ଏନ୍.ଏ.ସି ଘୋଷଣା ନକଲେ ୧୬ ତାରିଖରୁ ଅଖ ଚକ ବନ୍ଦ କରି ଧାରଣାରେ ବସିବାକୁ ଚେତାବନୀ ଦେଇଛି କଂଗ୍ରେସ । ସେପଟେ ସେହି ଏକା ଦାବିରେ ବିଜେପି ବି ୧୬ ତାରିଖ ଦିନ ଜୟପୁର ନିର୍ବାଚନୀ ମଣ୍ଡଳୀରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ପ୍ରସଙ୍ଗ ନେଇ ଗତ ୩ ବର୍ଷ ହେଲା ବିଜେଡି,ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ସହ ଧାରଣାରେ ବସିଥିଲେ । ତେଣୁ ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ରିପୋର୍ଟ ମାଗିଥିଲେ ବି ଆଜି ପର୍ଯ୍ୟନ୍ତ ବୋରିଗୁମ୍ମାକୁ ଏନ.ଏ.ସି ଘୋଷଣା କରାଯାଇ ନାହିଁ। ଏହି ପ୍ରସଂଗରେ ବୋରିଗୁମ୍ମା ମିଳିତ କ୍ରୀୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବି ପୁଣିଥରେ ଦୋହରାଇଛି।

   Related Posts