ବୈତରଣୀ ନଦୀରୁ ଏକ ମୃତ ଦେହ ଉଦ୍ଧାର
8/05/2018 at 9:07 PM

ଯାଜପୁର ଦଶ୍ବାଶମେଧ ଘାଟ ନିକଟସ୍ଥ ବୈତରଣୀ ନଦୀରୁ ଏକ ମୃତ ଦେହ ଉଦ୍ଧାର । ସକାଳୁ ନଦୀ ରେ ଏକ ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳ ରେ ପହଚିଂ ଶବ କୁ ଉଦ୍ଦାର କରି ବ୍ୟବଛେଦ ଲାଗି ପଠାଇଛି । ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିପାରିଛି ମୃତ ବ୍ୟକ୍ତି ହେଉଛନ୍ତି କୁଆଁସରପୁର ଅଂଚଳର ପଦିଆ ସାହୁ । କିଭଳି ନଦୀ ରେ ତାଙ୍କର ମୃତ୍ୟୁ ହେଲା ତାହାର ତଦନ୍ତ କରୁଛି ପୋଲିସ । ପରିବାର ଲୋକ ଙ୍କ ଅଭିଯୋଗ ଓ ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହେଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଯାଜପୁର ଥାନା ଅଧିକାରୀ କହିଛନ୍ତି ।
Related Posts
ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଠାବ ହେଲା ମୃତଦେହ, ହତ୍ୟା ସନ୍ଦେହ
26 February 2021
ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
26 February 2021
ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
26 February 2021
ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
26 February 2021