ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ବେକରେ ଡାଳ ପଶିଥିବା ଜଣେ ବ୍ୟକ୍ତିଙ୍କ କଟକ ବଡ଼ ମେଡିକାଲରେ ଚାଲିଛି ଚିକିତ୍ସା

1/06/2018 at 10:42 PM

ବେକରେ ଡାଳ ଭୁସି ହୋଇଯାଇଥିବା ବିଷ୍ଣୁ ମହାକୁଡଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହୋଇଛି। ଏସ୍ସିବିର କାର୍ଡିଓଲୋଜି ବିଭାଗର ଡା. ମନୋଜ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରପୋଚର ପରେ ବିଷ୍ଣୁଙ୍କ ସ୍ବାସ୍ଥ୍ୟ ଏବେ ଟିକେ ଭଲ ରହିଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ତେବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପାଖ ଟାଙ୍ଗିରିଘିଅ ଗାଁରେ ବିଷ୍ଣୁ ଜାମୁକୋଳି ଗଛରେ କୋଳି ତଳୁ ତଳୁ ଖସି ପଡିଥିଲେ ଆଉ ତାଙ୍କ ଦେହରେ ଜାମୁକୋଳି ଡାଳ ଭୁସି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ହସ୍ପିଟାଲ୍ରୁ ଏସ୍ସିବିକୁ ସ୍ଥାନାନନ୍ତରିତ କରାଯାଇଥିଲା। ବର୍ତ୍ତମାନ ବିଷ୍ଣୁ କାର୍ଡିଓଲୋଜି ବିଭାଗରେ ଡାକ୍ତରମାନଙ୍କ ୭୨ ଘଣ୍ଟିଆ ନୀରିକ୍ଷଣରେ ରହିଥିବା ସୂଚନା ମିଳିଛି।

Leave a Reply

   Related Posts