Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିହାରରେ ବସ୍ତ୍ରହରଣ

1/05/2018 at 12:06 AM

ବିହାରରେ ବସ୍ତ୍ରହରଣ । ମଝି ରାସ୍ତାରେ ଜଣେ ନାବାଳିକାଙ୍କୁ ବେଢି ଯାଇଛନ୍ତି କିଛି ରାକ୍ଷସ । ପୁଣି ଭିଡିଓକୁ ବି ଭାଇରାଲ କରିଛନ୍ତି । ଜହାନାବାଦର ଏହି ଦୃଶ୍ୟ ଏତେ ଭୟାନକ ଯେ ଦେଖି ହେବନି । ନାବାଳିକାର ଆକୁଳ ଚିତ୍କାର ଶୁଣିଲେ ମାନବିକତା ଲାଜରେ ମରିଯିବ । ସାମାନ୍ୟ ମଣିଷପଣିଆ ଥିବା ଯେକେହି ଲୋକର ମନରେ ଆସିବ କ୍ରୋଧ ।

Leave a Reply

   Related Posts