Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବିଷାକ୍ତ ଛତୁ ଖାଇ ୨୨ ଅସୁସ୍ଥ

7/07/2018 at 6:45 AM

ବିଷାକ୍ତ ଛତୁ ଖାଇ ୨୨ ଅସୁସ୍ଥ । ନବରଙ୍ଗପୁର ଡାବୁଗାଁ ବ୍ଲକ ଚଲାଣଗୁଡା ଗାଁର ଘଟଣା । ଅସୁସ୍ଥଙ୍କ ଡାବୁଗାଁ ମେଡିକାଲ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଛତୁ ଖାଇବା ପରେ ବାନ୍ତି ହେ।ଇଥିଲା । ଅସୁସ୍ଥମାନେ ୬ଟି ପରିବାରର ୨୨ ଜଣ ସଦସ୍ୟ । ଏମାନେ ନିକଟସ୍ଥ ଜଙ୍ଗଲରୁ ଛତୁ ଆଣି ଖାଇଥିଲେ ।
ସେପଟେ କଳହାଣ୍ଡି ଲାଞ୍ଜିଗଡରେ ଛତୁ ଖାଇ ୫ ଅସୁସ୍ଥ । ବାତେରଲିମା ପଞ୍ଚାୟତ ଟୁରୀଗୁଡା ଗାଁରେ ୫ ଜଣ ବିଷ।କ୍ତ ଛତୁ ଖାଇ ଅସୁସ୍ଥ ହେ।ଇପଡିଛନ୍ତି । ସେମାନଙ୍କୁ ଲାଞ୍ଜିଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି । ଆଉ ୨ ଜଣଙ୍କ ଏବେ ବି ଚିକିତ୍ସା ଚାଲିଛି ।

   Related Posts