Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ୱ ପରିବେଶ ଦିବସରେ, ମହାନଦୀ ସୁରକ୍ଷା ଚିନ୍ତା

5/06/2018 at 10:34 PM

ସମ୍ବଲପୁରରେ ମହାନଦୀକୁ ସୁରକ୍ଷା ପାଇଁ ଜିଲ୍ଲାପ୍ରଶାସନ ଓ ଜଙ୍ଗଲବିଭାଗ ଅଣ୍ଟା ଭିଡିଛନ୍ତି। ସମ୍ବଲପୁର ରିଙ୍ଗ୍ ରୋଡ୍ ଓ ମହାନଦୀକୂଳର ପ୍ରାୟ ଏକ କିଲୋମିଟର ରାସ୍ତା କଡରେ ବୃଷ ରୋପଣ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେହିପରି ମହାନଦୀର ଉଭୟ କୂଳର ୪ଶହ ହେକ୍ଟର ସରକାରୀ ଓ ଘରୋଇ ଜମିରେ ଜଙ୍ଗଲ ବିଭାଗ ଦ୍ୱାରା ବୃକ୍ଷ ରୋପଣ କରାଯିବା କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲାପ୍ରଶାସନ ଓ ଜଙ୍ଗଲ ବିଭାଗ।

Leave a Reply

   Related Posts