Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି

24/05/2018 at 6:37 PM

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ତିନିରଥ ପାଇଁ ଆବଶ୍ୟକ ୪୨ ଟି ଚକ ମଧ୍ୟରୁ ପ୍ରତି ରଥର ଗୋଟିଏ ଲେଖାଏଁ ଚକକୁ ବାଦ୍ ଦେଇ ସମସ୍ତ ଚକ ଅର୍ଥାତ୍ ୩୯ ଟି ଚକ ନିର୍ମାଣ କାମ ଶେଷ ହୋଇଛି। ସେହିପରି ଦୋଳବେଦୀ କୋଣରେ ମହାପ୍ରଭୁଙ୍କର ଦଶାବତାର ଖଟୁଲି ମଧ୍ୟ ତିଆରି ଚାଲିଛି।

Leave a Reply

   Related Posts