Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିଭିନ୍ନ ଦାବି ନେଇ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ସଂଘର ଆନ୍ଦୋଳନ

25/06/2018 at 9:55 PM

ବିଭିନ୍ନ ଦାବି ପୁରଣ ଦାବିରେ ଆଜି ଠାରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛି ଓଡିଶା ରାଜସ୍ବ ସେବା ଅଧିକାରୀ ସଂଘ। ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ପ୍ରତିବାଦ କରିବ। ଓଡିଶା ରାଜସ୍ବ ସେବା ଅଧିକାରୀଙ୍କୁ ଏକ କ୍ୟାଡର ପାହ୍ୟା ମାନ୍ୟତା, ବାର୍ଷିକ ଇନକ୍ରିମେଣ୍ଟ ଲାଗୁ କରିବା, ଦରମା ଅସଙ୍ଗତି ଦୁର କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଗୁ କରିବା ନେଇ ସଂଘ ଦାବି କରିଛି। ରାଜ୍ୟରେ ବିଭିନ୍ନ ସବ ରେଜିଷ୍ଟାର, ତହସିଲ କାର୍ଯ୍ୟାଳୟ, ସହ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ ରାଜ୍ୟର ୮୯୧ ଜଣ ରାଜସ୍ବ ସେବା ଅଧୀକାରୀ କଳା ବ୍ୟାଚ ଧାରଣ କରିଛନ୍ତି। ସରକାର ଦାବି ନ ମାନିଲେ ଆଗାମି ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବ ବୋଲି ଭୁବନେଶ୍ବରରେ ଆୟାଜିତ ସାମ୍ବାଦିକ ସମ୍ମୀଳନିରେ ସଂଘ ଚେତବାନୀ ଦେଇଛି।

   Related Posts