Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିପଦ ସଂଙ୍କୁଳ ଅବସ୍ଥାରେ ଖୋର୍ଦ୍ଧ। ଜିଲ୍ଲାର ଗୋଡିପଡା ପଞ୍ଚାୟତର ମୋଟା ଗ୍ରାମର ୧ ନଂମ୍ବର ଅଙ୍ଗନବାଡି କେନ୍ଦ୍ର

8/08/2018 at 8:49 PM

ଶିଶୁମାନଙ୍କ ର ଉନ୍ନତି ପାଇଁ ସରକାର୍ ସମନ୍ନିତ ଶିଶୁ ବିକାଶ ସେବା ଯୋଜନା ମାଧ୍ୟମରେ ପ୍ରତି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି। ଏହି କେନ୍ଦ୍ରରେ ଶିଶୁମାନେ ପାଠ ପଢିବା ସହିତ ସୁଷମ ଖାଦ୍ୟ ଖାଉଛନ୍ତି। ଫଳରେ ଶିଶୁମାନଙ୍କର ଗୁଣାତ୍ମକ ମାନ ର ବିକାଶ ହେଉଛି। ମାତ୍ର ଖୋର୍ଦ୍ଧ। ବ୍ଲକ୍ ଅନ୍ତର୍ଗତ ଗୋଡିପଡା ପଞ୍ଚାୟତର ମୋଟା ଗ୍ରାମର ୧ ନଂମ୍ବର ଅଙ୍ଗନବାଡି କେନ୍ଦ୍ର ବିପଦସଂକୁଳ ଅବସ୍ଥାରେ। ଫଳରେ ପିଲାମାନେ ପାଠ ପଢିବା ନେଇ ଅନେକ ଅସୁବିଧା ହେଉଛି। ନୂତନ ଅଙ୍ଗନବାଡି ଗୃହ ନିର୍ମ।ଣ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଧା ଫଳ ଘର ଶୂନ।

   Related Posts