Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ବିଧାୟକଙ୍କ ପାଇଁ ଶୋଧ ହେଲା ମନ୍ଦିର

31/07/2018 at 11:31 AM

ମନ୍ଦିର ପରିସରରେ ପଶି ମହିଳା ବିଧାୟକଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଯୋଗୁଁ ମନ୍ଦିର ଶୋଧ ହେଲା | ଏହିପରି ଘଟଣା ଘଟିଛି ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲାସ୍ଥିତ ଋଷିଧ୍ରୁଵା ମନ୍ଦିର ପରିସରରେ | ଏହି ମନ୍ଦିରରେ ମହିଳା ଶ୍ରଦ୍ଧାଳୁମାନେ ମନ୍ଦିର ବାହାରେ ରହି ଠାକୁରଙ୍କୁ ପ୍ରାର୍ଥନା କରିବା ପରମ୍ପରା ରହିଛି | କିନ୍ତୁ ସେହି କଟକଣାକୁ ଏଡାଇ ବିଜେପି ବିଧାୟିକା ମଣିଷ ଅନୁରାଗୀ ଗତ ୧୨ ତାରିଖ ଦିନ ମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ ଏବଂ ପୂଜା କରିଥିଲେ | ଏହା ପରେ ମନ୍ଦିର ଓ ଆଶ୍ରମର ଶୋଧନ କରାଯାଇଥିଲା | ଗଙ୍ଗାଜଳରେ ପୁରା ମନ୍ଦିରକୁ ଧୁଆ ଯାଇଥିଲା | ଏହା ସହ ଋଷିଧ୍ରୁମଙ୍କ ମୃତ୍ତିକୁ ଆଲାହାବାଦର ସଙ୍ଗମ ସ୍ଥଳକୁ ନେଇ ସେଠାରେ ଗଙ୍ଗା ସ୍ନାନ କରାଇ ପବିତ୍ର କରାଇଥିବା ଜଣାପଡିଛି |

   Related Posts