Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||

ବିଜୁ ଯୁବ ବାହିନୀ ପାଇଁ ଆଗ୍ରହୀ ନୁହଁନ୍ତି କଲେଜ ପଢୁଆ ପୁଅ ଝିଅ

8/06/2018 at 12:30 AM

ବିଜୁ ଯୁବ ବାହିନି ପାଇଁ ଆଗ୍ରହୀ ନୁହଁନ୍ତି କଲେଜ ପଢୁଆ ପୁଅ ଝିଅ । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଯୋଜନା ପ୍ରତି ଯେମିତି ଅନାଗ୍ରହି । ବିଜୁ ଯୁବ ବାହିନୀର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ବେଳେ ଆଦିବାସୀ ଜିଲ୍ଲାର ଅନେକ ବ୍ଲକରେ ଜଣେ କେହି ବି ମେଟ୍ରିକ୍ ପାସ ପିଲା ଏସବୁ ପଦବୀ ପାଇଁ ଆବେଦନ କରିଛନ୍ତି । ଯେଉଁଥିପାଇଁ ବାଧ୍ୟ ହୋଇ ସରକାର ଏବେ ଟ୍ରାଇବାଲ ସବ-ପ୍ଲାନ ଏରିଆରେ ଥିବା ୧୩ ଜିଲ୍ଲାର ୧୧୯ ବ୍ଲକରେ ଏସବୁ ପଦବୀ ପାଇଂ ଶିକ୍ଷାଗତ ଯୋଗ୍ୟତାକୁ ମେଟ୍ରିକ ପାସ୍.ରୁ ଦଶମ ଫେଲ୍ କରିଦେଇଛନ୍ତି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଚିଠି ଲେଖିଛି । ଯାହାକି ବିରୋଧିଙ୍କୁ ମୌକା ଦେଇଛି ସରକାରଙ୍କୁ ପୁଣିଥରେ କାଠଗଡାରେ ଠିଆ କରିବାକୁ । ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ନାଁରେ ସରକାର ଭୋଟ ହାତେଇବାକୁ ଯେଉଁ ଯୋଜନା କରିଥିଲେ ତାକୁ କଲେଜ ପଢୁଆ ପିଲା ପ୍ରତ୍ୟାଖାନ କରିଛନ୍ତି ବୋଲି ବିରୋଧି ଅଭିଯୋଗ ଆଣିଛନ୍ତି ।

Leave a Reply

   Related Posts