Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||

ବାଲେଶ୍ୱର ବିହନ ପ୍ରକ୍ରୀୟା କେନ୍ଦ୍ରରେ ଚାଷୀ ସରକାରୀ ବିହନ ନେବାକୁ ନାରାଜ୍

18/05/2018 at 9:46 PM

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏଠାରେ ସରକାର କୃଷି ଉପରେ ଅଧତ୍କ ଗୁରୁତ୍ବ ଦିଅନ୍ତି। ଚାଷୀମାନେ କେମିତି ଭଲ ବିହନ ପାଇବେ ଓ କେମିତି ଭଲ ଚାଷ କରିବେ ସେଥତ୍ପାଇଁ ଓଡ଼ିଶାରେ ରହିଛି 7ଟି ବିହନ ପ୍ରକ୍ରୀୟା କେନ୍ଦ୍ର। ସରକାରଙ୍କର କିଛିଟା ନୀତି ନିୟମରେ ତୃଟି ଓ ମାନ ପରୀକ୍ଷଣରେ ଅବହେଳା ହେତୁ ଚାଷୀ ଏବେ ସରକାରୀ ବିହନ ନେବାକୁ କୁଣ୍ଠା ବୋଧ କରୁଛନ୍ତି। ବିହନ ବିକ୍ରୀ ନହେବା ଫଳରେ ସୋସାଇଟି ଗଡ଼କି କ୍ଷତି ସହୁଛନ୍ତି।

Leave a Reply

   Related Posts