Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ୱର ବାଳାଶ୍ରମରେ ବାଳକର ମୃତ୍ୟୁକୁନେଇ ପରିବାର ଲୋକଙ୍କ ସନ୍ଦେହ।

5/06/2018 at 10:25 PM

ବାଳାଶ୍ରମରେ କର୍ମଚାରୀଙ୍କର ପିଲାମାନଙ୍କୁ ଅଣଦେଖା କରୁଥିବାରୁ ଅନେକ ସମୟରେ ପିଲାମାନେ ଆଶ୍ରମ ଛାଡ଼ି ପଳାଉଛନ୍ତି ତ କେତେବେଳେ ସେମାନଙ୍କର ଦୂର୍ଘଟଣାଜନିତ ମୃତ୍ୟୁ ଘଟୁଛି। ଗତକାଲି ଅପରାହ୍ନରେ ଜଣେ ନବମଶ୍ରେଣୀ ବାଳକ ଗଛରୁ ଖସି ମୃତ୍ୟୁବାଣ କରିବାପରେ ପରିବାରଲୋକେ ଏହାକୁ ନେଇ କ୍ଷଭ ପ୍ରକାଶ କରିଛନ୍ତି।

Leave a Reply

   Related Posts