Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ବାଲେଶ୍ୱର ବାଲଗୋପାଲପୁରୁରେ ଥିବା ଇମାମୀ ନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ସ୍ନାନ ଯାତ୍ରା

28/06/2018 at 10:03 PM

ବାଲେଶ୍ବର ବାଲଗୋପାଲପୁରୁରେ ଥିବା ଇମାମୀ ନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ପୁରୀର ରୀତିନିତି ଅନୁସାରେ ଅନୁଷ୍ଠିତ ହୋଇ ଯାଇଛି। ପିତଳ ଗରାରେ ୧୦୮ଥର ପାଣି ଅଣାଯାଇ ତିନିଦିଅଁଙ୍କୁ ସ୍ନାନ କରାଯାଇଥିଲା। ଏହି ଅବସରରେ ଭକ୍ତମାନେ ମଧ୍ୟ ଦୁଧ ଦହି ଘିଅ ମହୁ ଓ ପଇଡ଼ ପାଣିରେ ମହାପ୍ରଭୁଙ୍କୁ ସ୍ନାନ କରିଥିଲେ। ପରେ ମହାପ୍ରଭୁଙ୍କର ଗଜାନନ ବେଶ ହୋଇଥିଲେ।

   Related Posts