ବାଲେଶ୍ୱର ନୋସି ବିଜିନେସ୍ ପାର୍କରେ ଚାଲିଥିବା ପଟିଦିଅଁ କାର୍ଯ୍ୟକ୍ରମ ୪ର୍ଥ ବର୍ଷରେ ପହଁଚିଛି
27/06/2018 at 9:15 PM

ବାଲେଶ୍ୱର ନୋସି ବିଜିନେସ୍ ପାର୍କରେ ଚାଲିଥିବା ପଟିଦିଅଁ କାର୍ଯ୍ୟକ୍ରମ ୪ର୍ଥ ବର୍ଷରେ ପହଁଚିଛି। ଏହା ଆସନ୍ତା ୨୮ତାରିଖରେ ଶେଷ ହେବ। ଚଳିତ ବର୍ଷ ୫ଟି ମନ୍ଦିରକୁ ଏହି ପଟିଦିଅଁ ପଠାଯିବ। ଏଥତ୍ପାଇଁ 9ଜଣ ଶିଳ୍ପି ଏହି କାର୍ଯ୍ୟ କରୁଅଛନ୍ତି।
Related Posts
ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
20 January 2021
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021