Wednesday, January 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ୱର କଳାମାଟିଆରେ ପୋଲ ନିର୍ମାଣରେ ମହାଦୁର୍ନିତୀ

ବାଲେଶ୍ୱର କଳାମାଟିଆରେ ପୋଲ ନିର୍ମାଣରେ ମହାଦୁର୍ନିତୀ। ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଅଭିଯୋଗ। ସମସ୍ତ ନିୟମ କାନୁନକୁ ବେଖାତିର କରି ସରକାରୀ ଧନକୁ ଲୁଟିଛନ୍ତି ଉଭୟ ଠିକାଦାର ଓ ଯନ୍ତ୍ରୀ। ନିର୍ମାଣର ମାତ୍ର ବର୍ଷକ ମଧ୍ୟରେ ଦୟନୀୟ ହୋଇ ପଡିଛି ବାଲେଶ୍ୱର ଇଞ୍ଚୁଡି ପଞ୍ଚାୟତର କଳାମାଟିଆ ପୋଲ।

328 Views

   You May Also Like