Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ବହୁ ରରିମାଣର ଦେଶି ଓ ବିଦେଶୀମଦ ଜବତ

6/07/2018 at 12:05 AM

ଅବକାରୀ କମିଶନର ଦବେନ୍ଦ୍ର କୁମାର ମହାପାତ୍ରଙ୍କ ନିର୍ଦ୍ଦଶେ କ୍ରମେ କଟକ ମୋବାଇଲ ଫ୍ଲାଇଙ୍ଗ ସ୍ୱାର୍ଡ଼ ଓ ବାଲେଶ୍ବର ସଦର ଏସ୍ ଆଇ ଓ ତାଙ୍କ କର୍ମଚାରୀ ମିଳିତ ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼।ଉ ପରି ବହୁ ରରିମାଣର ବିଦେଶୀମଦ,ବିଅର, ଦେଶିମଦ ଓ ଆସ୍କା ତିଆରି ଦେଶି ମଦ ଜବଦ କରାଯାଇଛି। ଯାହାର ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ ହେବ ବୋଲି ବିଭାଗୀୟ ଅଧତ୍କାରୀ ଜଣାଇ ଅଛନ୍ତି। ଏହି ସଂପର୍କରେ 9ଜଣଙ୍କୁ ବିଭିନ୍ନ ଜାଗାରୁ ଗି।ଫ କରାଯାଇ କୋଟ ଚାଲାଣ କରାଯାଇଛି। ଏଥରେ ବିଭିନ୍ନ ସାଇଜ୍ ର ୪୦୦ ବୋତଳ ବିଦେଶୀ ମଦ, ୪୮ ଟି ବିଅର ବୋତଲ, ୨୭୦ ବୋତଲ ଆସ୍କା ଫଟି,୧୩୦ ଲିଟର ଚୋରା ଦେଶୀ ମଦ ଜବଦ କରାଯାଇଛି। ଏହା ସେରଗଡ଼,ଲକ୍ଷ୍ମୀନନଗର ଭୋଇସାହୀ ଓ ଓଡ଼ଙ୍ଗୀ ଅଂଚଳରେ ଚଢ଼।ଉ କରାଯାଇ ଜବଦ କରାଯାଇଥିଲା।

   Related Posts