ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ବହୁ ରରିମାଣର ଦେଶି ଓ ବିଦେଶୀମଦ ଜବତ
6/07/2018 at 12:05 AM

ଅବକାରୀ କମିଶନର ଦବେନ୍ଦ୍ର କୁମାର ମହାପାତ୍ରଙ୍କ ନିର୍ଦ୍ଦଶେ କ୍ରମେ କଟକ ମୋବାଇଲ ଫ୍ଲାଇଙ୍ଗ ସ୍ୱାର୍ଡ଼ ଓ ବାଲେଶ୍ବର ସଦର ଏସ୍ ଆଇ ଓ ତାଙ୍କ କର୍ମଚାରୀ ମିଳିତ ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼।ଉ ପରି ବହୁ ରରିମାଣର ବିଦେଶୀମଦ,ବିଅର, ଦେଶିମଦ ଓ ଆସ୍କା ତିଆରି ଦେଶି ମଦ ଜବଦ କରାଯାଇଛି। ଯାହାର ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ ହେବ ବୋଲି ବିଭାଗୀୟ ଅଧତ୍କାରୀ ଜଣାଇ ଅଛନ୍ତି। ଏହି ସଂପର୍କରେ 9ଜଣଙ୍କୁ ବିଭିନ୍ନ ଜାଗାରୁ ଗି।ଫ କରାଯାଇ କୋଟ ଚାଲାଣ କରାଯାଇଛି। ଏଥରେ ବିଭିନ୍ନ ସାଇଜ୍ ର ୪୦୦ ବୋତଳ ବିଦେଶୀ ମଦ, ୪୮ ଟି ବିଅର ବୋତଲ, ୨୭୦ ବୋତଲ ଆସ୍କା ଫଟି,୧୩୦ ଲିଟର ଚୋରା ଦେଶୀ ମଦ ଜବଦ କରାଯାଇଛି। ଏହା ସେରଗଡ଼,ଲକ୍ଷ୍ମୀନନଗର ଭୋଇସାହୀ ଓ ଓଡ଼ଙ୍ଗୀ ଅଂଚଳରେ ଚଢ଼।ଉ କରାଯାଇ ଜବଦ କରାଯାଇଥିଲା।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021