Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ବାଲେଶ୍ୱରରେ ପିଠା ପ୍ରତିଯୋଗୀତା ଓ ପ୍ରଦର୍ଶନୀ

16/04/2018 at 9:50 PM

ପାରମ୍ପରିକ ପିଠାକୁ ଲୋକମାନେ ଭୁଲିଗଲେଣି। ଯେଉମାନେ ଏହି ପିଠାକୁ ପ୍ରସ୍ତୁତ କରୁଥତ୍ଲେ ସେହି ମହିଳାମାନେ ବୟସ୍କା ହୋଇ ଗଲେଣି। ନୁଆ ପିଡ଼ରି ମହିଳାମାନେ ପାରଂପାରିକ ପିଠା ପ୍ରସ୍ତୁତ କରିପାପାଇଁ ଆଗ୍ରହ ପ୍ରକାଶ କରୁନାହା’ି। ଆସ୍ତେଆସ୍ତେ ପାରଂପାରିକ ପିଠା ଦେଖତ୍ବାକୁ ମିଳୁନାହଁ। ଏହି ପାରଂପାରିକ ପିଠାକୁ ଉଦ୍ ଜିବିତ କରି ରଖତ୍ବା ପାଇଁ ଇନ୍ ଟାକ ବାଲେଶ୍ବର ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଥତ୍ଲା ପିଠା ପ୍ରତିଯୋଗୀତା ଓ ପ୍ରଦର୍ଶନୀ ।

Leave a Reply

   Related Posts