ବାଲେଶ୍ୱରରେ ପିଠା ପ୍ରତିଯୋଗୀତା ଓ ପ୍ରଦର୍ଶନୀ
16/04/2018 at 9:50 PM

ପାରମ୍ପରିକ ପିଠାକୁ ଲୋକମାନେ ଭୁଲିଗଲେଣି। ଯେଉମାନେ ଏହି ପିଠାକୁ ପ୍ରସ୍ତୁତ କରୁଥତ୍ଲେ ସେହି ମହିଳାମାନେ ବୟସ୍କା ହୋଇ ଗଲେଣି। ନୁଆ ପିଡ଼ରି ମହିଳାମାନେ ପାରଂପାରିକ ପିଠା ପ୍ରସ୍ତୁତ କରିପାପାଇଁ ଆଗ୍ରହ ପ୍ରକାଶ କରୁନାହା’ି। ଆସ୍ତେଆସ୍ତେ ପାରଂପାରିକ ପିଠା ଦେଖତ୍ବାକୁ ମିଳୁନାହଁ। ଏହି ପାରଂପାରିକ ପିଠାକୁ ଉଦ୍ ଜିବିତ କରି ରଖତ୍ବା ପାଇଁ ଇନ୍ ଟାକ ବାଲେଶ୍ବର ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଥତ୍ଲା ପିଠା ପ୍ରତିଯୋଗୀତା ଓ ପ୍ରଦର୍ଶନୀ ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021