ବାଲେଶ୍ୱରରେ ଏମ୍ସ ଓପିଡ଼ି ଖୋଲିବାକୁ ନେଇ ରାଜନୀତି
31/05/2018 at 8:27 PM

ବାଲେଶ୍ୱରରେ ପ୍ରସ୍ତାବିତ AIMS ସଟେଲାଇଟ୍ ସେଣ୍ଟର ଓ ସୁପର ସ୍ପେସାଲିଟି ହସ୍ପିଟାଲକୁନେଇ ରାଜନୀତି ଜୋର ଚାଲିଛି। ୫ବର୍ଷ ହେବ ରାଜ୍ୟ ସରକାର ଏଥତ୍ପାଇଁ ୨୫ଏକର ଜାଗା ଦେଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଅଗେଇ ପାରୁନାହଁ। ଜିଲ୍ଲାବାସୀ ଚିନ୍ତାରେ ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021