Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୪ କରୋନା ସଂକ୍ରମିତ, ୩୧୬୬୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ବାପୁଜୀନଗର ଫୁଡ୍ ଜଙ୍କସନ୍ ବୋମା ମାଡ଼ ଘଟଣାରେ ୨ ଅଭିଯୁକ୍ତ ଗିରଫ

7/06/2018 at 11:39 PM

ବାପୁଜୀନଗର ଫୁଡ୍ ଜଙ୍କସନ୍ ବୋମା ମାଡ଼ ଘଟଣାରେ ୨ ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନେ ହେଲେ ଓଲ୍ଡଟାଉନର ପିଣ୍ଟୁ, ଓରଫ- ପ୍ରଦୀପ୍ତ ସାହୁ ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ଲକ୍ଷ୍ମୀ, ଓରଫ- ବିଶ୍ୱରଞ୍ଜନ ପତୀ। ଭୀମଟାଙ୍ଗୀ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ଗତ ୪ ତାରିଖରେ ଫୁଡ୍ ଜଙ୍କସନ୍ ଉପରେ ବୋମା ମାଡ଼ ପକାଇ ଫେରାର୍ ହୋଇଯାଇଥିଲେ ।

Leave a Reply

   Related Posts