Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଙ୍କତୀରା ଜଳପ୍ରକଳ୍ପ ନିର୍ମ।ଣ ପାଇଁ କ୍ରିୟାନୁଷ୍ଠାନ କମିଟିର ଦାବି

9/06/2018 at 11:35 PM

ବୁଢ଼।ବଳଙ୍ଗ ନଦୀର ବାଙ୍କତୀରା ଠାରେ ମୁକୁଳା ନଦୀବନ୍ଧ ହେତୁ ସଦର ଓ ରେମୁଣା ବ୍ଲକର ପ୍ରାୟ ପନ୍ଦରଟି ପଞ୍ଚାୟତର ଖରୀପ ଫସଲ ସଂପୂର୍ଣ୍ଣ ନଷ୍ଟ ହେଉଛି। ତୁରନ୍ତ ବାଙ୍କ ତୀରାଠାରେ ବୁଢ଼।ବଳଙ୍ଗ ନଦୀର ଗନ୍ଧିଆ ନାଳ ର ମୁକୁଳା ମୁହଁକୁ ବନ୍ଦ କରିବା ପାଇଁ ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମ।ଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇଛି ଦାବି।

Leave a Reply

   Related Posts