Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ବାଏପାସ ରାସ୍ତା କୁ ନେଇ ମୁହାଁ ମୁହିଁ ରାଜନେତା

3/07/2018 at 11:20 PM

ଆସୁଛି ୨୦୧୯ ନିର୍ବାଚନ। ପୁଣି ପ୍ରତିଶୃତି ଦେବା ପାଇଁ ଏବେ ଠାରୁ ପ୍ରସ୍ତୁତ ହେଲେଣି ବଲାଙ୍ଗୀର ତିନି ଦଳର ହେବିଓ୍ବେଟ ନେତା। ଏଥର ମୂଖ୍ୟ ମୁଦ୍ଦା ପାଲଟିଛି ନିର୍ବାଚନ ବୈତରଣି ପାର ହେବା ପାଇଁ ବଲାଙ୍ଗୀର ବାଏପାସ ରାସ୍ତା। ପ୍ରଥମେ କଳିକେଶ , ପରେ କନକ ଓ ଏବେ ନରସିଂହଙ୍କ ଦେଖିବାକୁ ମିଳିଛି ବାଏପାସ ରାସ୍ତା କୁ ନେଇ ଦରଦ। ତେବେ ଏହି ଦରଦ ଆଗାମି ଦିନରେ ବଲାଙ୍ଗୀର ବାସିଙ୍କ ପାଇଁ କିଛି ସୁଫଳ ଆଣିବ ନା ପୁଣି ଦରଦ ଭରା ପ୍ରତିଶୃତି ରେ ଭୋଟ ହାତେଇ ରାଜନେତା ପୁଣି ପାର ହେବେ ନିର୍ବାଚନ ବୈତରଣି ବୈତରଣି । ତାକୁ ନେଇ ଏବେ ଆରମ୍ଭ ହୋଇଛି ଆଲୋଚନା।

   Related Posts