Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ବଳାଙ୍ଗୀରରେ ମୌସୁମି ବର୍ଷା

27/06/2018 at 9:27 PM

ଆସିଲା ମୌସୁମି ବର୍ଷା। ଆଜି ବଳାଙ୍ଗୀରରେ ମୌସୁମି ବର୍ଷା ହେବା ସହ ପାଗ ପଡିଛି ଶିତଳ। ଦିର୍ଘ ଦିନର ପ୍ରବଳ ଗ୍ରୀଷ୍ମର ରେ ଆଉଟୁ ପାଉଟୁ ହେଉଥିବା ଜନସାଧାରଣଙ୍କୁ ମିଳିଛି ଆସ୍ବସ୍ଥୀ। ଗତ କାଲି ଠାରୁ ବଳାଙ୍ଗୀର ରରେ ପାଗ ମେଘୁଆ ରହିବା ସହ । ଆଜି ସକାଳୁ ହୋଇଛି ବର୍ଷା ଆରମ୍ଭ ଦିନ ତମାମ ଟିପଟିପ ବର୍ଷା ହେବା ସହ କିଛି ସମୟରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ତେବେ ଏଭଳି ପାଗ ରହିବା ସହ ବର୍ଷା ଆହୁରି ଜରୁରି ବୋଲି ଳୋକ କହିବା ସହ ଚାଷ କାମ ପାଇଁ ଏହା ସମ୍ପୁର୍ଣ୍ଣ ନୂହେଁ ବୋଲି ରହିଛି ଚାଷୀ ର ମତ।

   Related Posts