Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଲାଙ୍ଗୀର ସହରର ଐତିହାସିକ ମହାରାଣୀ ସାଗରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

17/05/2018 at 9:26 PM

ବଲାଙ୍ଗୀର ସହରର ଐତିହାସିକ ମହାରାଣୀ ସାଗରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ । ହେଲେ କାମ ଆରମ୍ଭରୁ କେଁ ପୁରେଇଲେଣି ଜବରଦଖଲକାରୀ । ଜାଗା ଖାଲି କରିବା ପାଇଁ ପ୍ରଶାସନ ନୋଟିସ ଦେଇଥିବା ବେଳେ, କେଉଁଠି ରହିବେ ସେ ସୁବିଧା ପ୍ରଶାସନ ଆଗ କରୁ ବୋଲି ଦାବି କରି ଜାଗା ଖାଲି କରିବାକୁ ନାରାଜ ଜବରଦଖଲକାରୀ ।

Leave a Reply

   Related Posts