Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ବଲାଙ୍ଗୀର ଜିଲ୍ଲା ଅମଳା ସଂଘର ୪ ଦଫା ଦାବି ନେଇ ସରକାରୀ କାର୍ଯ୍ୟାଳୟ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ

9/05/2018 at 9:14 PM

ବଲାଙ୍ଗୀର ଜିଲ୍ଲା ଅମଳା ସଂଘର ୪ ଦଫା ଦାବି ନେଇ ସରକାରୀ କାର୍ଯ୍ୟାଳୟ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ। ସରକାରୀ କାର୍ଯ୍ୟାଳୟରେ କାମ ଠପ। ୯ ଦିନ ଧରି ସାମୁହିକ କାର୍ଯ୍ୟବନ୍ଦ କରିବା ସହ ଆନ୍ଦୋଳନ ରେ ବସିଛନ୍ତି ଅମଳା ସଂଘ । ୪ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଥିବା ସଂଘ ଦିର୍ଘ ବର୍ଷ ଧରି ସରକାରଙ୍କ ପାଇଁ କାର୍ଯ୍ୟ କରିଆସୁଥିଲେ ହେଁ ଆଜି ଯାଏଁ ସରକାର ଦାବି ଉପରେ କୌଣସି କର୍ଣ୍ଣପାତ କରୁନଥିବା ଯୋଗୁଁ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା କହିଛି ସଂଘ। ତେବେ ୪ ଦଫା ଦାବି ମଧ୍ୟ ରୁ ମୁଖ୍ୟ ତଃ ଗ୍ରାଜୁଏସନ କରିଥିବା କର୍ମଚାରୀ ତଥା ଏନଟି କ୍ବାଲିଫିକେସନ କ୍ଲର୍କ ମାନଙ୍କୁ ୯ ହଜାର ୩ ଶହ ଟଙ୍କା ଓ ୪ ହଜାର ୨ ଶହ ଟଙ୍କା ଦରା ଦିବଯିବା , କର୍ମଚାରୀ ମାନଙ୍କ କେଡର କରାଯିବା ,ରାଜସ୍ବ ଅମଳା କର୍ମଚାରୀ ମାନଙ୍କ ୭୫% ରିଜର୍ଭଭେସନ ଦିଆଯିବା , ଚୁକ୍ତି ମୁଳକ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ନିୟମିତ କରାଯିବା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଛି ସଂଘ। ତେବେ ଦିଆଯାଇଥିବା ୪ ଟି ଦାବି ପୁରଣ ନ କଲେ ଏଭଳି ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ ଯାରି ରହିବ ବୋଲି ଚେତାବନି ଦେଇଛି ଅମଳା ସଂଘ। ସେପଟେ ସାମୁହିକ କାର୍ଯ୍ୟ ବନ୍ଦ କରିଥିବା ଯୋଗୁଁ ଜିଲ୍ଲାରେ ଜନସାଧସାରଣଙ୍କୁ ହେବାକୁ ପଡୁଛି ନାହିଁ ନଥିବା ଅସୁବିଧାର ସମ୍ମୁଖିନ। ବିଭିନ୍ନ ସରକାରୀ କାଗଜପତ୍ର କାମ ନ ହେବା ଯୋଗୁଁ ହଇରାଣ ହେଉଛନ୍ତି ଲୋକେ।

Leave a Reply

   Related Posts