ବଲାଙ୍ଗୀର ଛାତ୍ର କଂଗ୍ରେସ ସଭାପତିଙ୍କ ମୃତ୍ୟୁକୁ ନେଇ ସସପେନ୍ସ !!!
10/05/2018 at 5:50 AM

ବଲାଙ୍ଗିରରେ ଛାତ୍ର କଂଗ୍ରେସ ସଭାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ମିଶ୍ର । ବୀରମୁଣ୍ଡା ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଛି । କଣ ପାଇଁ ତାଙ୍କର ହତ୍ୟା ବା ସେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡିନି । ଘଟଣାସ୍ଥଲରେ ପହଞ୍ଚି ସଦର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021