Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବଲାଙ୍ଗୀର ଆଗଲପୁରରେ ଆମ ଗାଁ ଆମ ବିକାଶ ଯୋଜନା

17/07/2018 at 11:38 PM

ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ସରକାର କରିଛନ୍ତି ଆମ ଗାଁ ଆମ ବିକାଶ ଯୋଜନା। ଯଉଥିରେ ଗ୍ରାମାଞ୍ଚଳ ବିଭିନ୍ନ ମୌଳିକ ସୁବିଧା ପାଇଁ କରାଯାଇଛି ଅର୍ଥ ବରାଦ ଓ ତାହାର କାମ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତିରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ଆଗଲପୁର ପଞ୍ଚାୟତ ସମିତିରେ ହୋଇଛି ଏହି କାର୍ଯ୍ୟକ୍ରମ। ସିଧାସଳଖ ଲୋକଙ୍କ ସହିତ ମୂଖ୍ୟ ମନ୍ତ୍ରୀ ଭିଡିଓ କଂଫ୍ରେସିଂ ଜରିଆରେ କଥା ହେବା ସହ କରିଛନ୍ତି ବିଭିନ୍ନ ଉନ୍ନତି ମୁକଳ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର। ୨୦ ଟି ପଞ୍ଚାୟତ ର ଲୋକଙ୍କ ସହ କଥା ହୋଇଛନ୍ତି ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାଏକ । ତେବେ ୨୦ ଟି ପଞ୍ଚାୟତର ୨୬୨ ଟି ପ୍ରକଳ୍ପ ପାଇଁ ଆଜି ୫ କୋଟି ୨ ଲକ୍ଷ ୫୦ ହଚାର ଟଙ୍କା ଅନୁମୋଦନ କରିଛନ୍ତି ମୂଖ୍ୟ ମନ୍ତ୍ରୀ । ଗ୍ରାମାଞ୍ଚଳ ର ପୋଖରି ତୁଟ, ଗାଧୋଇବା ଘାଟ, ବିଭିନ୍ନ ପୂଜା ମଣ୍ଡପ, ରାସ୍ତା କାମ, ପୋଖରିର ଉନ୍ନତି କରଣ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଟଙ୍କା ଅନୁମୋଦନ କରିଛନ୍ତି ମୂଖ୍ୟ ମନ୍ତ୍ରୀ । ତେବେ ଏ ସବୁ କାମ କୁ ତୁରନ୍ତ ସାରିବା ସହ ଭଲ କାମ କରିବା ପାଇଁ ଆଦେଶର ଦେଇଛନ୍ତି ମୂଖ୍ୟମନ୍ତ୍ରୀ।

   Related Posts